ସଂକଟରେ ମହାରାଷ୍ଟ୍ର ସରକାର !

ଭୁବନେଶ୍ୱର,୨୧/୬(ଏସ ଏସ ନିଉଜ)ମହାରାଷ୍ଟ୍ର ସରକାରରେ ସଂକଟଦେଖାଦେଇଛି । ୧୦ରୁ ୧୨ ବିଧାୟକ ମିଳୁ ନାହାନ୍ତି ।
୧୦ରୁ ୧୨ ଜଣ ଶିବସେନା ବିଧାୟକଙ୍କ ପତ୍ତା ମିଳୁନାହିଁ ।
ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା ମିଳିଛି ।ସେଥିପାଇଁ ଆଜି ଜରୁରୀ ବୈଠକ ଡାକୁଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ।

Comments (0)
Add Comment