ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦେବାକୁ ପଡିବ ଜରିମାନା

ଭୁବନେଶ୍ବର:୧୭/୪(ଏସ୍ଏସଏନ୍) ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦେବାକୁ ପଡିବ ଜରିମାନା ।ସାରା ରାଜ୍ୟରେ କଡ଼ାକଡ଼ି ହେବ ନିୟମ । ଏନେଇ ଶୁକ୍ରବାର ଦିନ ପ୍ରେସ ମିଟ୍ ରେ ସୁଚନା ଦେଇଛନ୍ତି ମୁଖ୍ୟ ସାସନ ସଚିବ । ସୁଚନା ମୁତାବକ  ପ୍ରଥମ ୩ ଥର ନିୟମ ଉଲ୍ଲଂଘନ ପାଇଁ ୨୦୦ ଟଙ୍କା ଦେବାକୁ ପଡିବ ।  ଏହାପରେ ଯଦି ଉଲ୍ଲଘଂନ କଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା ।

Comments (0)
Add Comment