ସୀମା ଟପିଲା ଅମାନବିକତା

କାମାକ୍ଷାନଗର,୨୭ା୧(ଏସଏସନିଉଜ) ବାପାମାଆ ୨ପାଳିତଶିଶୁଙ୍କୁ ମାଡ଼ମାରି ଲହୁଲୁହାଣକରି ଜଣକୁ ପାଇଖାନା ଓ ଅନ୍ୟଜଣକୁ ଘରେ ବନ୍ଦକରିରଖିଥିଲେ ।ଗାଁଲୋକଙ୍କଠାରୁ ଖବରପାଇ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପିଲାଦୁଇଟିକୁ ଉଦ୍ଧାରକରି ପରଜଙ୍ଗମେଡିକାଲରେ ଭର୍ତ୍ତିକରିଛି ।ଏହିଭଳି ଅଭାବନୀୟଘଟଣା ପରଜଙ୍ଗଥାନା ଡମୋଳ ଗାଁରେ ଘଟିଛି ।

Comments (0)
Add Comment