ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ମୃତୁ

ଭୁବନେଶ୍ୱର,୨୦/୧୨(ଏସଏସ ନିଉଜ)ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ମୃତୁବରଣ କରିଛନ୍ତି।ସୋପିଆନ୍ ମୁଞ୍ଝ୍ ମାର୍ଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ମୃତ ୩ ଆତଙ୍କବାଦୀ ।ଏମାନେ ଲସ୍କର ଏ ତୋଇବା ସଂଗଠନର ବୋଲି ସୂଚନା ମିଳିଛି ।ଆଉକିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସର୍ଚ୍ଚ ଅପରେସନ୍ ଚାଲିଥିବାର ଜଣାପଡିଛି ।

Comments (0)
Add Comment