ସ୍ୱତନ୍ତ ଫଳଚାଷ ତାଲିମ ଶିବିର

ମେଣ୍ଢାଶାଳ,୧୩ା୯(ଲିଙ୍ଗରାଜରାଉତ)ବୁଧବାର ସନ୍ଧ୍ୟାରେ ଡେରାଶଫାର୍ମସ୍ଥିତ ଉଦ୍ୟାନଉକ୍ତ୍‌ର୍ଷକେନ୍ଦ୍ର ପରିସରରେ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ନିଦ୍ଧିଷ୍ଟ ଫଳଚାଷ ସମ୍ଭଦ୍ଧୀୟ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହିପ୍ରଶିକ୍ଷଣ ଶିବିରରେ ଉଦ୍ୟାନବିଭାଗ ନିର୍ଦ୍ଦେଶକ ରୋହିତକୁମାଲେଙ୍କା ପୈାରହିତ୍ୟ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଡ.ଶକ୍ତିଭେଲ, ଡ.ମହେଶକୁମାରଧାକର, ଦୀପାସାମନ୍ତ ପ୍ରମୁଖ ଯୋଗଦେଇ ବିଭିର୍ଣ ଫଳଚାଷ ଉପରେ ପ୍ରଶିକ୍ଷଣ ଦେଇଥିଲେ ।ଉଦ୍ୟାନକୃଷିନିର୍ଦ୍ଦେଶାଳୟ ମାଧ୍ୟମରେ ଆୟୋଜିତ ଏହିକାର୍ଯ୍ୟକ୍ରମରେ ଚିତରଞନସାହୁ ସ୍ୱାଗତଭାଷଣ ଦେଇଥିବାବେଳେ ଉପନିର୍ଦ୍ଦେଶକ ଗୈାରଙ୍ଗ ଚରଣସ୍ୱାଇଁ ଧନ୍ୟବାଦ ଦେଇଥିଲେ ।ଏଥିରେ ୧୫୦ଜଣଚାଷୀଙ୍କୁ ସ୍ୱତନ୍ତ୍ର ଫଳଚାଷ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment