ତଳକୁ ଖସିଲା କାର, ରାସ୍ତାକୁ ଆସିଲେ ଲୋକ

ନିଆଳି,୪।୨(ଏସଏସ ନିଉଜ)ବିଳାଶୁଣି କୁଣ୍ଡିମୁହାଁ ପୋଲରୁ ୧୦୦ ଫୁଟ୍‌ ତଳକୁ ଖସିଲା କାର୍‌ lପୋଲଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଘଟିଛି। ୩ଜଣ ଗୁରୁତର ହୋଇଛନ୍ତି lଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତୁରନ୍ତ କାର୍ଯ୍ୟ ଶେଷ ଦାବିରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଛନ୍ତି l

Comments (0)
Add Comment