ଟାପୁରେ ଫସିଲେ ୫

ପାରାଦୀପ,୧୮/୮(ଏସଏସନିଉଜ) ମହାନଦୀ ଟାପୁରେ ଫସି ରହିଛନ୍ତି ୫ ଜଣ ।କୁଜଙ୍ଗ ଅଙ୍ଗପାଳଡିଆରେ ୫ ଦିନରୁ ଫସି ରହିଥିବା ସୂଚନା ମିଳିଛି ।ମଇଁଷି ଚରାଇବାକୁ ଯାଇ ଫସି ରହିଥିଲେ ।ଖବରପାଇ ସେମାନଙ୍କୁ ଉଦ୍ଧାର ପାଇଁ ଗଲା ଏନ୍‌ଡିଆରଏଫ୍ ଟିମ୍ ।

Comments (0)
Add Comment