ଉଠାଇ ଆଣିଲା ପୁଲିସ

ନିମାପଡ଼ା ,୨୦ା୩(ଏସଏସନିଉଜ)ଅଖାଭିତରୁ ମହିଳାଙ୍କ ମୃତଦେହଉଦ୍ଧାର ଘଟଣାରେ ସ୍ୱାମୀପୁଅଙ୍କୁ ଉଠାଇ ଆଣିଛି ସତ୍ୟବାଦୀ ପୁଲିସ। ନିମାପଡ଼ା ଉଛୁପୁରପଞ୍ଚାୟତ ଖଡି଼କୁଦାଗାଁରୁ ଦୁହିଁଙ୍କୁ ଉଠାଇଆଣି ପଚରାଉଚରା କରୁଛି ପୁଲିସ। ଗତ ୧୪ତାରିଖରେ ଭାର୍ଗବୀ ନଦୀକୂଳରୁ ମହିଳାଙ୍କ ମୃତଦେହ ମିଳିଥିଲା। ଏହା ହତ୍ୟା କି ଆତ୍ମହତ୍ୟା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।

Comments (0)
Add Comment