ଭିଜିଲାନ୍ସ ଜାଲରେ ଫସିଲେ କିରାଣି

ସମ୍ବଲପୁର, ୨୭/୭(ଏସଏସନିୟୁଜ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଧନକଉଡ଼ା ବିଇଓ ଅଫିସ ମୁଖ୍ୟ କିରାଣିଙ୍କୁ ଧରିଛି ଭିଜିଲାନ୍ସ । ଏକକାଳିନ ତାଙ୍କ କାର୍ଯ୍ୟାଳୟ ସମେତ ସାକ୍ଷୀପଡ଼ା ସ୍ଥିତ ଦିଲ୍ଲୀପଙ୍କ ୩ ମହଲା ବିଶିଷ୍ଟ ବାସଭବନ ସମେତ ଅନ୍ୟ ଏକ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି ।

Comments (0)
Add Comment