ଭିଜିଲାନ୍ସ ଜାଲରେ ଫରେଷ୍ଟର

ଭୁବନେଶ୍ୱର, ୭/୧୨(ଏସଏସନିୟୁଜ) ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲାର ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି ।ତାଙ୍କ କାର୍ଯ୍ୟାଳୟ ସମେତ ପାରଳାଖେମୁଣ୍ଡିର ଗାନ୍ଧିନଗର ସ୍ଥିତ ଭଡ଼ାଘର, ଗୋସାଣୀ ବ୍ଲକ ହରିଶ୍ଚନ୍ଦ୍ରପୁର ସ୍ଥିତ ପୈତୃକ ଘର, ଆନ୍ଧ୍ରପ୍ରଦେଶର ପୁରୁଣା ପାଟଣାରେ ଥିବା ଘର ଆଦି ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି ।

Comments (0)
Add Comment