ଭିଜିଲାନ୍ସ ଜାଲରେ ଅବକାରୀଅଧିକାରୀ

ଭୁବନେଶ୍ୱର,୧୨।୧(ଏସଏସ ନିଉଜ)କେସ୍ ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଲା ବେଳେ ଗିରଫ ହୋଉଛନ୍ତି ସଞ୍ଜୟ କୁମାର ପଣ୍ଡା।୧୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପୁରୀ ଜିଲ୍ଲାର ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା।ସଞ୍ଜୟ ପଣ୍ଡା ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା। ଲାଞ୍ଚ ଟଙ୍କା ଜବତ କରାଯିବା ସହ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

Comments (0)
Add Comment