ଭୁବନେଶ୍ବର:୧୫/୧୧- IAS ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ସ୍ବଧା ଦେବ ସିଂହ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ହୋଇଥିବା ବେଳେ ନୀତିନ ଚନ୍ଦ୍ରା-ଓଡ଼ିଶା ସବର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିସନ ଅଧ୍ୟକ୍ଷ। ଦିବ୍ୟଜ୍ୟୋତି ପରିଡା-ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ ସଚିବ ଏବଂ ଜାତୀୟ ସ୍ବାସ୍ଥ୍ୟ ମିସନର OSD ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ନେଇଛନ୍ତି । ସେହିପରି ଚଞ୍ଚଳ ରଣା- ମୟୂରଭଞ୍ଜ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ହୋଇଥିବା ଜଣାପଡିଛି ।