ଜବତ ହେଲା ଚନ୍ଦନ କାଠ

0 398

କଟକ,୪/୧୨(ଏସଏସନିୟୁଜ)କ୍ରାଇମବ୍ରାଞ୍ଚ STF ଚଢ଼ାଉ କରି ଦଳଯୋଡି ଜଙ୍ଗଲରୁ ୪ କ୍ୱିଣ୍ଟାଲ ୬୦ କେଜି ଓଜନର ଚୋରା ଚନ୍ଦନ କାଠ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।ଚୋରା ଚନ୍ଦନ କାଠ ବେପାର ଚାଲିଥିବା ଖବର STF ପାଖରେ ପହଞ୍ଚିବାପରେ ଦଳଯୋଡି ଜଙ୍ଗଲରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ନୟାଗଡର ଦଣ୍ଡପାଣି ଦାସ,କଟକର ହେମନ୍ତ ଛାଟୋଇ, ବାଲିଯୋଡି ପଟାଲସିଂହ ଗାଁର କାହ୍ନ ଚରଣ ବିଶୋଇକୁ ଗିରଫ କରିବା ସହ ୭୦ ଲକ୍ଷ ଟଙ୍କାର ଚୋରା ଚନ୍ଦନ କାଠ ଜବତ କରିଥିଲେ ।

 

Leave A Reply

Your email address will not be published.