ଶେଷ ହେଲା ପାଇକରାପୁର କପ୍-୨୦୧୯

0 749

ଭୁବନେଶ୍ୱର,୨/୧୨ –ଶେଷ ହେଲା ପାଇକରାପୁର ଗ୍ରାମାଂଚଳ କ୍ରିକେଟ ଟୁର୍ଣାମେଂଟ । ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ପାଇକରାପୁର ନୋଡାଲ ବିଦ୍ୟାଳୟର ପଛପଟ ଖେଳପଡିଆରେ ଚାଲିଥିବା ପାଇକେରାପୁର କପ୍-୨୦୧୯ ଟୁର୍ଣାମେଂଟ ଉଦଜାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ଯଦୁପୁର ଓ ଜଗମରା ଭିତରେ ହୋଇଥିଲା । ଜଦୁପୁର ୨୦ ଓଭରରେ ୮ଉଇକେଟ ନିନିମୟରେ ୧୦୪ରନ ସଂଗ୍ରହ କରିଥିବାବେଲେ ଯାଗମରା ୧୫ଓଭରରେ ୩ଉଇକେଟ ବିନିମୟରେ ୧୦୫ରନ ସଂଗ୍ରହ କରି ବଜୟଲାଭ କରିଥିଲା । ଯାଗମରା ଦଳର ସନ୍ତୋଷଜେନା ମ୍ୟାନ୍ଅଫ ଡି ସିରିଜ୍ ହୋଇଥିଲା । ଏହି ଟୁର୍ଣାମେଂଟକୁ ମା ଦୁଲାଦେବୀ କ୍ଲବ ପରିଚାଳନା କରିଥିଲା । ପୁରସ୍କାର ବିତରଣୀ ଉସବରେ ବିଜେପିନେତା ବିଶ୍ୱରଞନ ବଡଜେନା,ପୁର୍ବତନ ଜିଲ୍ଲାପରିଷଦସଭ୍ୟ ଡାକ୍ତର ବେହେରା, ନାରିନେତ୍ରୀ ମନୋଲିସା ନାୟକ,ମନୋଜରାଉତରାୟ,କାହ୍ନୁଚରଣ ସାହୁ, ହେମନ୍ତପାଇକରାୟ, ଗର୍ନ୍ଧବସାହୁ, ମଳିପଡା ସରପଂଚ ଅକ୍ଷୟପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦାନ କରି ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।ଏହି ଟୁର୍ଣାମେଂଟକୁ ଚିନ୍ମୟସାହୁ,ଶୁଭଜିତ ବେହେରା ପରିଚାଳନା କରିଥିଲେ ।

Leave A Reply

Your email address will not be published.