ବିଧାନସଭା ପରିସରରେ ଆରମ୍ଭହେଲା କରୋନା ଟେଷ୍ଟ

0 1,888

ଭୁବନେଶ୍ୱର,୨୬/୯(ଏସ ଏସ ନିୟୁଜ)ଆସନ୍ତା ୨୯ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇ ଗତକାଲି ସର୍ବଦଳୀୟ ବୈଠକ ହୋଇଥିଲା ।ଆଜି ଠାରୁ ୩ ଦିନ ପର୍ଯ୍ୟନ୍ତ ମନ୍ତ୍ରୀ, ବିଧାୟକ, ବିଧାନସଭାର ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ ବୋଲି ବୈଠକରେ ବାଚସ୍ପତି ସୂଚନା ଦେଇଥିଲେ।ଏଥିପାଇଁ ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ସକାଳ ୮ଟାରେ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି।

Leave A Reply

Your email address will not be published.