ମହାରଥୀଙ୍କ ମହାଯାତ୍ରା ,କରୋନାରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ

0 3,067

ଆଉ ଶୁଭିବ ନାହି ଶହେ ଘୋଡାକୁ ଶହେ ହାତୀ,ଏକା ଲଢିବେ ମହାରଥୀ ,ଟଳି ଗଲେ ମହାରଥୀ
ଡେଲଙ୍ଗ,୪/୧୦(ଏସ ଏସ ନିୟୁଜ )ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ପରଲୋକ ଘଟିଛି ।ସେ ସମ୍ ଅଲ୍ଟିମେଟ୍ ହସ୍ପିଟାଲରେ କରୋନା ପଜିଟିଭ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ମୃତ୍ୟ ହୋଇଥିବାର ସୂଚନା ମିଳିଛି ।ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଗତକାଲି ମୁଖ୍ୟମନ୍ତ୍ରୀ ପରିବାର ସହ କଥା ହୋଇଥିଲେ ।ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ନେବା ପାଇଁ ଯୋଜନା ହୋଉଥିବା ବେଳେ ରବିବାର ରାତି ୩ ଟା ବେଳେ ମୃତ୍ୟୁ ହେବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା ।ଏହି ଖବର ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି । (ଡେଲଙ୍ଗରୁ ଚିତଜେନା ଙ୍କ ରିପୋର୍ଟ )।

Leave A Reply

Your email address will not be published.