୧୦୧ବର୍ଷରେ ନୃତ୍ୟଶିଳ୍ପୀ ଅମଲା ଶଙ୍କରଙ୍କ ପରଲୋକ

0 516

କୋଲକାତା,୨୪/୭(ଏସଏସନିୟୁଜ) ୧୦୧ ବର୍ଷ ବୟସରେ ପଦାର୍ପଣ କରିଥିବା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କରଙ୍କର ଶୁକ୍ରବାର ସକାଳେ କୋଲକାତାରେ ପରଲୋକ ଘଟିଛି। ସେ କିଛିଦିନ ହେବ ଅସୁସ୍ଥ ଥିବାବେଳେ ନିଜ ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ନାତୁଣି ଶ୍ରୀନନ୍ଦା ଶଙ୍କର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ୧୯୧୯ରେ ଜସୋରରେ ଜନ୍ମଗ୍ରହଣ କରି ୧୯୩୧ରେ ବେଲଜିୟମରେ ପ୍ରଥମ ପରଫର୍ମାନ୍ସ ଦେଇଥିଲେ । ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ । ତାଙ୍କ ପରିବାର ଆରମ୍ଭରୁ କଳା କ୍ଷେତ୍ର ସହ ଜଡ଼ିତ ଥିଲା ।

Leave A Reply

Your email address will not be published.