ବୃଦ୍ଧାଙ୍କୁ ହତ୍ୟା କରି ଲୁଟ୍

0 153

 

ଦିଗପହଣ୍ଡି,୧୧/୯(ଏସ ଏସ ନିଉଜ) ଭୀଷ୍ମଗିରି କଲେଜ ନିକଟରେ ଘରେ ପଶି ବୃଦ୍ଧାଙ୍କୁ ଲୁଟ୍ କରି ହତ୍ୟା କରାଯାଇଛି।
ବିଳମ୍ବିତ ରାତିରେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରି ସୁନା ଓ ଟଙ୍କା ଲୁଟ୍ କରାଯାଇଛି।ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.