୩ ମନ୍ଦିରରୁ ଚୋରି…

0 78

ଜଳେଶ୍ୱର,୧ା୧୦(ଏସଏସନିଉଜ) ୩ଟି ମନ୍ଦିରରୁ ଚୋରୀହୋଇଥିବାର ଅଭିଯୋଗ ହୋଇଛି । ଏହାସହ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଭୋଗରାଇ ମହାଗବ ପଞ୍ଚାୟତରେ ବିଳମ୍ବିତ ରାତିରେ ଏହି ସିରିଜଚୋରି ହୋଇଛି । ଚୋରୀହୋଇଥିବା ମନ୍ଦିର ଗୁଡିକ ହେଲା ମହାଗବ ଗାଁ ମଙ୍ଗଳା , ବାସୁଳିପାଟ ଗାଁ ବାସୁଳି ମନ୍ଦିର । ଏହାସହ ଚାନ୍ଦକୁସୁମି ଗାଁ ତାରିଣୀ ମନ୍ଦିରରୁ ମଧ୍ୟ ମା’ଙ୍କ ଅଳଙ୍କାର ଲୁଟ୍ ହୋଇଥିବାର ଅଭିଯୋଗ ମଧ୍ୟ ହୋଇଛି ।ତେବେ ପୋଲିସ ପେଟ୍ରୋଲିଂରେ ଠିଲା ଯୋଗୁ ଚୋରମାନେ ସକ୍ରିୟ ହେଉଥିବାର କୁହାଯାଇଛି ।

Leave A Reply

Your email address will not be published.