୫ ହଜାର ଲାଞ୍ଚ ନେଇ ଧରାପଡିଲେ ପୋଲିସବାବୁ

0 340

ଭୁବନେଶ୍ୱର,୪/୨(ଏସଏସନିଉଜ) ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଏଏସଆଇ ରବି ସାହୁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ଜଣେ ହୋଟେଲ ମାଲିକଠାରୁ ୫ହଜାର ଟଙ୍କା ଲାଞ୍ଚ ମାଗିବା ସହ ଗ୍ରହଣ କରିଥିବା ବେଳେ ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିବାସହ ସାହୁଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।ଏ ସଂକ୍ରାନ୍ତରେ ୨/୨୨କେଶନଂରେ ଏକ ମକଦ୍ଦମା ରଜୁକରିଛି ଭିଜିଲାନ୍ସ ।

 

Leave A Reply

Your email address will not be published.