ଡେମୋ ଦେଖାଇଲା ରାକେଶ

0 439

ଖବର ଆଜିର,ତାରିଖ ୦୩-୦୨-୨୦୨୧ ବୁଧବାର
୧-ଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଲାଗି ପିଏମ୍ କେୟାର ଫଣ୍ଡସ୍‌ରୁ ୨ହଜାର ୨୦୦ କୋଟି ଟଙ୍କାର ଯୋଗଦାନ ଦିଆଯାଇଛି।
୨-ଗାଡ଼ିର କାଗଜପତ୍ର ପ୍ରସ୍ତୁତିକୁ ସହଜ କଲେ ରାଜ୍ୟ ସରକାର: ଯେକୌଣସି RTOରେ ହୋଇପାରିବ ରେନୱାଲ, ରେଜିଷ୍ଟ୍ରେସନ ।
୩-ଝରାଫୁଲ ମୃତ୍ୟୁ ଘଟଣା : ଶବଫିଙ୍ଗା ଡେମୋ ଦେଖାଇଲା ରାକେଶ ।
୪-ୟୁଜି ଦ୍ବିତୀୟ ଓ ପିଜି ପ୍ରଥମବର୍ଷ ଶିକ୍ଷା କ୍ୟାଲେଣ୍ଡର ଜାରି, ୧୦ରୁ କ୍ଲାସରୁମ୍ ପାଠପଢ଼ା ଆରମ୍ଭ
୫-ଅଭ୍ୟାସ ଆରମ୍ଭ କଲେ ଭାରତ, ଇଂଲଣ୍ଡ କ୍ରିକେଟର୍ ।
୬-ସମ୍ବଲପୁର : ପତଞ୍ଜଳି ଷ୍ଟୋର ନାଁରେ ‌ସାଇବର ଅପରାଧୀ ଗ୍ୟାଙ୍ଗ ସମ୍ବଲପୁରର ଜଣେ ବ୍ୟକ୍ତିଙ୍କଠାରୁ ୧୨.୮୬ ଲକ୍ଷ ଟଙ୍କା ଠକି ନେଇଛନ୍ତି।
୭-କୃଷି ଆଇନକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ,
୮-୪ଟି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି । ନରେନ୍ଦ୍ର ସିଂହ ତୋମାରଙ୍କୁ ଆସାମ, ପ୍ରହଲ୍ଲାଦ ଯୋଶୀଙ୍କୁ କେରଳର ଦାୟିତ୍ୱ .
୯-ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି : ଧର୍ମେନ୍ଦ୍ର ପ୍ରଧାନ ।
୧୦-୨୦ ଦିନ ମଧ୍ୟରେ ନିବେଶକମାନଙ୍କୁ ୯୧୨୨ କୋଟି ଫେରସ୍ତ ପାଇଁ ଫ୍ରାଙ୍କଲିନ ଟେମ୍ପଲଟନକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
୧୧-ଯୁବକ-ଯୁବତୀଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୨୧ ବର୍ଷ ହେଉ, ଆବେଦନର ଶୁଣାଣି କରି କେନ୍ଦ୍ରକୁ ନୋଟିସ୍ ଜାରିକଲେ ସୁପ୍ରିମକୋର୍ଟ ।
୧୨-କୋଭିଡ୍-୧୯ : ଭାରତରେ ପ୍ରାଣ ହରାଇଛନ୍ତି ୧୬୨ଜଣ ଡାକ୍ତର, ରାଜ୍ୟସଭାରେ ତଥ୍ୟ ରଖିଲେ ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ।
୧୩-ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ମେ’୪ରୁ ଜୁନ୍ ୧୧ ଯାଏଁ ଉଭୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ। ପରୀକ୍ଷୀ ସୂଚୀ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ ଯୋଗେ କହିଛନ୍ତି। ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.