ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ

0 303

ଭୁବନେଶ୍ବର,୨୧/୨(ସତ୍ୟସନ୍ଧାନ ଡେସ୍କ) ଆସନ୍ତାକାଲିଠୁ ମହାରାଷ୍ଟ୍ରର ପୁଣେରେ ନାଇଟ୍ କର୍ଫ୍ୟୁ । ରାତି ୧୧ଟାରୁ ସକାଳ ୬ଟା ଯାଏ ଘରୁ ବାହାରିବା ମନା । ଅତ୍ୟାବଶ୍ୟକ ସେବା ପାଇଁ ଲାଗୁ ହେବନି କଟକଣା । ଫେବ୍ରୁଆରି ୨୮ ଯାଏ ବନ୍ଦ ରହିବ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ । ସଂଧ୍ୟା ୭ଟାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ.

Leave A Reply

Your email address will not be published.