ଭାଷଣ ଦେବା ପରେ ‘ଅଲବିଦା !

ଖବର ଆଜିର,ତାରିଖ ୨୨-୦୨-୨୦୨୧ ସୋମବାର

0 291

୧-ମହାରାଷ୍ଟ୍ରରେ ପୁଣି କରୋନା ଭୟ । ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା । କେବଳ ୨୫ ଲୋକଙ୍କୁ ନେଇ ବିବାହ ଅନୁମତି ।
୨-ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର: ଦ୍ଵୈତ ଡିଗ୍ରି ଦେଇପାରିବେ ଭାରତୀୟ ଶିକ୍ଷାନୁଷ୍ଠାନ, ଡ୍ରାଫ୍ଟ ପ୍ରସ୍ତୁତ କଲା UGC
୩-କରୋନା ସଂକ୍ରମଣ ଭୟ : ସତର୍କ ରହିବାକୁ ସ୍କୁଲ୍‌କୁ ନିର୍ଦେଶ
୪–ଶେଷ ହେଲା ରାଜସ୍ଥାନରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସ ।
୫-‘ବିଗ୍ ବସ୍ ୧୪’ ବିଜେତା ହେଲେ ରୁବିନା ଦିଲେକ୍
୬-୭୯% ଗ୍ରାମୀଣ ‌ପରିବାରରେ ଗାଧୁଆ ଘର ନାହିଁ, ପାଇଖାନା ୫୦ ପ୍ରତିଶତ ଟପିନି ।
୭-ଚୋରା ଚାଲାଣ ପରେ ଚେତିଲା ନେପାଳ, ଭାରତୀୟ ଗାଡ଼ିଙ୍କୁ ୧୦୦ଲିଟରରୁ ଅଧିକ ପେଟ୍ରୋଲ,ଡିଜେଲ ମନା ।
୮-ରାଜ୍ୟରେ କରୋନା ନିୟମ କଡାକଡି ପାଇଁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ଜନଗହଳି ସ୍ଥାନରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ କରାଯିବ ସଚେତନ ।
୯-ଆଜି ପୁଣି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁଗୁଳି ଠାରେ କରିବେ ରାଲି , ଗୋଟିଏ ମାସରେ ମୋଦିଙ୍କ ତୃତୀୟଥର ପଶ୍ଚିମବଙ୍ଗ ଗସ୍ତ
୧୦-ଏମିତି ବି ଆସେ ମୃତ୍ୟୁ: ଭାଷଣ ଦେବା ପରେ ‘ଅଲବିଦା ! ମୋ ସମୟ ଶେଷ ହେଲା’ କହି ଟଳିପଡ଼ିଲେ କୃଷକ ନେତା
୧୧-କରୋନା କଟକଣା ନମାନିଲେ ରାଜ୍ୟକୁ ଲକଡାଉନ କରାଯିବ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।
୧୧-ଅଷ୍ଟ୍ରେଲିଆରେ ମିଡିଆ ହାଉସ୍ ଏବଂ ଇଣ୍ଟରନେଟ୍ ପ୍ଲାଟଫର୍ମ ମଧ୍ୟରେ ବିବାଦ । ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ଭାବେ ଖବର ହଟାଇଲା ଫେସବୁକ୍ ।
୧୨-କରୋନା ଟୀକାକରଣର ବେଗ ବଢ଼ାଇବା ପାଇଁ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଲା କେନ୍ଦ୍ର ।
୧୩-ଜଳେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣା । ଅଭିଯୁକ୍ତକୁ ଗିରଫ କଲା ରାୟଗଡା ପୋଲିସ । ଆଶ୍ରମ ଯାଇ ସୁରକ୍ଷା ବ୍ୟବସ୍ଥା ଦେଖିଲା ବିଜେପି ପ୍ରତିନିଧି ଦଳ
୧୪-ଆଜି ଆସିିବ ଓଡ଼ିଶା ବଜେଟ୍ । ବ୍ୟୟ ଅଟକଳ ଛୁଇଁପାରେ ୧ ଲକ୍ଷ ୭୦ ହଜାର କୋଟି । ସ୍ୱାସ୍ଥ୍ୟ ବିଭାଗକୁ ମିଳିପାରେ ଅଧିକ ଅର୍ଥ ।
୧୫-ଆଜି ପୁଡୁଚେରୀ ସରକାରଙ୍କ ଆସ୍ଥା ଭୋଟ୍ : ଶାସକ ମେଣ୍ଟରୁ ଦୁଇ ବିଧାୟକଙ୍କ ଇସ୍ତଫା ।
୧୬-ଶିଳ୍ପ ପାଇଁ ଜମି ହରାଇଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଲାଗି ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦେଶ ।
୧୭-ତୈଳ ଦର ବୃଦ୍ଧି ନେଇ ମୋଦୀଙ୍କୁ ସୋନିଆଙ୍କ ଚିଠି : ଲୋକଙ୍କ ଅସୁବିଧାର ଫାଇଦା ନେଉଛନ୍ତି ସରକାର ।
୧୮-କରୋନା ପ୍ରଭାବ : ବିଳମ୍ବିତ ହେବ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.