ଆଜିର ଅନୁଚିନ୍ତା

ତାରିଖ - ୨୨:୦୨:୨୦୨୧ (ସୋମବାର)

0 243

➡️ନିଜ ମୁହଁରେ ନିଜକୁ ପ୍ରଶଂସା କରୁଥିବା ବ୍ୟକ୍ତିଙ୍କ ଠାରୁ ସର୍ବଦା ଦୂରେଇ ରୁହନ୍ତୁ ।
➡️ଜୀବନ ଯୁଦ୍ଧରେ ଜିତିବାର ଏକମାତ୍ର ଚାବି କାଠି ନିଜ ଉପରେ ଭରସା ରଖିବା ।
➡️କଷ୍ଟଟା ଯେତେବେଳେ ସୀମା ଟପିଯାଏ ସେତେବେଳେ ମଣିଷ କାନ୍ଦି ନ ପାରି ଚୁପ୍ ହୋଇଯାଏ ।
➡️ପାଣି ଭଳି ହୁଅନ୍ତୁ ଏବଂ ନିଜ ରାସ୍ତା ନିଜେ ତିଆରି କରନ୍ତୁ,
ପଥର ହେଇ ଅନ୍ୟ ରାସ୍ତାରେ ବାଧା ପ୍ରାପ୍ତ ନ ହୁଅନ୍ତୁ ।
➡️ଥରେ ଭରସା ଭାଙ୍ଗିଲା ପରେ Sorry ର କିଛି ମହତ୍ତ୍ଵ ନାହିଁ …..
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ! ଜୟ ଜଗନ୍ନାଥ !

Leave A Reply

Your email address will not be published.