ଆଜିର ଅନୁଚିନ୍ତା

ତାରିଖ - ୦୨:୦୩:୨୦୨୧ (ମଙ୍ଗଳବାର)

0 276

➡️ସେ ପର୍ଯ୍ୟନ୍ତ ଲଢିବା ଛାଡନ୍ତୁ ନାହିଁ, ଯେ ପର‌୍ୟ୍ୟନ୍ତ ନିଜର ନିର୍ଦ୍ଧାରିତ ସ୍ଥାନରେ ନ ପହଞ୍ଚିଛ ।
➡️ପଡି ପଡି କଳଙ୍କି ଲାଗି କ୍ଷୟ ହେବା ଅପେକ୍ଷା କାମ କରି କ୍ଷୟ ହୋଇଯିବା ଶ୍ରେୟସ୍କର ।
➡️ସୌନ୍ଦର୍ଯ୍ୟ ଏବଂ ଭଲପଣ ବାହାରେ ଖୋଜିବା ଅପେକ୍ଷା ନିଜ ଭିତରେ ଖୋଜିବା ଭଲ ।
➡️ଜୀବନଟା ସେତେବେଳେ ବହୁତ ସୁନ୍ଦର ହୋଇଥାଏ, ଯେତେବେଳେ ସାଥିଟି ସ୍ବାର୍ଥପର ହୋଇନଥାଏ ।
➡️କିଛି ଭଲ ଆଶାକଲେ ଭଲ ହିଁ ମିଳିଥାଏ, ଆଉ ଖରାପ ଆଶାକଲେ ଖରାପ ମିଳିଥାଏ ।
➡️Smart ହେବା ଭଲ କିନ୍ତୁ Over Smart ହେବା ନିଜ ପାଇଁ ବହୁତ ଖରାପ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ!

Leave A Reply

Your email address will not be published.