ବିଜୁପଟ୍ଟନାୟକଙ୍କ ଜୟନ୍ତୀରେ ବାଟିଂଲେ ଫଳ

0 546

ଭୁବନେଶ୍ୱର,୫/୩(ଏସ୍‌ଏସ୍‌ନିୟୁଜ)ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ପ୍ରତିବର୍ଷଭଳି ଏବର୍ଷ ମଧ୍ୟ ରାଜଧାନୀ ମୁଖ୍ୟ ଚିକିସ୍‌ାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା । ଚିକିସ୍‌। ଳୟର ଡାଇରେକ୍ଟର ଲକ୍ଷ୍ମିଧରସାହୁଙ୍କ ଉପସ୍ଥିତିରେ ବିଜେଡି ଜିଲ୍ଲା ସଭାପତି ତଥା ଉତର ବିଧାୟକ ସୁଶାନ୍ତ କୁମାରରାଉତ ଏହି ଫଳ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ଉପଦେଷ୍ଟା ସମରେନ୍ଦ୍ରସାହୁ, ସୁଦାମସ୍ୱାଇଁ, ରାମାନାଥ ସାମନ୍ତରାୟ, ରଣଜିତ ମହାପାତ୍ର, ନଗେନ ୍‌ସାହୁ, ବିଜୟ ସାସ୍‌ମଲ,ବସନ୍ତସାହୁ,ସୈାମ୍ୟରଞନଦାସ ପ୍ରମୁଖ ବିଜୁଜନତାଦଳର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର ଏଲ୍‌ପିଟିମ୍ ତରଫରୁ ରମାକାନ୍ତସ୍ୱାଇଁ, ଅନିରୁଦ୍ଧ ଲେଙ୍କା, ଦିଲିପ ସାହୁ,ଚିତ୍ରଲେଖା ଆଚାର୍ଯ୍ୟଙ୍କ ନେତୃତ୍ୱରେ ସାଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.