ଆଖଣ୍ଡଳମଣିଙ୍କ ପୀଠରେ ୧୪୪

0 295

ଭଦ୍ରକ ,୫/୩(ଏସଏସନିୟୁଜ)ଆଉ ଦିନ କେଇଟା ପରେ ପଡିବ ଜାଗର ଯାତ୍ରା । ଭକ୍ତମାନେ ମନ୍ଦିର ଯାଇ ବାବାଙ୍କ ଦର୍ଶନ କରି ଦୀପ ଜାଳିବା ସହ କେତେକ ଭକ୍ତ ମହାଦୀପ ଉଠିବା ପର୍ଯ୍ୟନ୍ତ ଉଜାଗର ରହିଥାନ୍ତି , କିନ୍ତୁ କୋଭିଡ଼ ପାଇ ଫିକା ପଡିଯାଇଛି ଜାଗର ଯାତ୍ରା । ରାଜ୍ୟର ପ୍ରମୁଖ ଶୈବପୀଠ ମାନଙ୍କରେ ଏବେ କଟକଣାମାନ ଆରମ୍ଭ କରାଯାଇଛି । ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା ଉପରେ ଲାଗିଲା କଟକଣା। ଆରଡ଼ି ପୀଠରେ ଲାଗୁ ହେବ ୧୪୪ ଧାରା। ୧୦ ତାରିଖ ସକାଳ ୭ ଟାରୁ ୧୨ ତାରିଖ ସକାଳ ୭ ଯାଏ ବଳବତ୍ତର ରହିବ ୧୪୪ ଧାରା। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏହି ନିଷ୍ପତି ନେଇଥିବାର ଜଣାପଡିଛି ।

Leave A Reply

Your email address will not be published.