ରେଳଯାତ୍ରୀଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ

0 275

ଭୁବନେଶ୍ୱର,୧୦/୪(ଏସଏସନିୟୁଜ) ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ପାଇଁ ଜଞଚଉଜ ଟେଷ୍ଟ ବାଧ୍ୟତାମୂଳକ କରିଛି ପୂର୍ବତଟ ରେଲ୍‌ୱେ । ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ ପୂର୍ବତଟ ରେଲ୍‌ୱେ RTPCR ଟେଷ୍ଟ ବାଧ୍ୟତାମୂଳକ କରିଛି । ରେଳ ରେ ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ଜଞଚଉଜ ଟେଷ୍ଟ କରାଇବାକୁ ପଡିବ ।ଯାହାର ନେଗେଟିଭ ରିପୋର୍ଟ ଆସିଥିବ ନଚେତ ଦ୍ୱିତୀୟ ଡୋଜ୍ ଟିକାକରଣର ସାର୍ଟିଫିକେଟର ବୈଧ ପ୍ରମାଣ ପତ୍ର ଦେଲେ ଯାତ୍‌ାର କରିବାକୁ ସେମାନଙ୍କୁ ଅନୁମତି ମିଳିବ ।ଏସବୁ ପ୍ରମାଣ ନଦେଖାଇପାରିଲେ ଗୋଟେପଟେ ଟ୍ରେନରେ ଯାତ୍ରାକରିପାରିବେନାହିଁ ,କିନ୍ତୁ ସେମାନଙ୍କୁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍ କରାଯିବ ବୋଲି ପୂର୍ବତଟ ରେଲ୍‌ୱେ ପକ୍ଷରୁ କୁହାଯାଇଛି । ଏହାସହ ପ୍ଲାଟ୍‌ଫର୍ମ ରେ କଡ଼ା ଚେକିଂ ସହ ଯାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟ କରାଯାଉଛି।

Leave A Reply

Your email address will not be published.