ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନ୍

0 246

ଭୁବନେଶ୍ୱର,୨୨/୪(ଏସଏସନିୟୁଜ) ପଶ୍ଚିମବଙ୍ଗରେ ଟ୍ରିପଲ ମ୍ୟୁଟାଣ୍ଟ ଭାଇରସ ଚିହ୍ନଟ ହୋଇଥିବାରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ଲାଗିଲା କଟକଣା । ପଶ୍ଚିମବଙ୍ଗରୁ ଫେ ରୁଥିଲେ ଆରଟିପିସିଆର ରିପୋର୍ଟ ସହ ଟିକା ନେଇଥିବା ଦୁଇଟି ଡୋଜର ସାର୍ଟିଫିକେଟ ଦେବା କୁ ପଡିବ ।ଏହାକୁ ଦେଖାଇଲେ ୧୪ ଦିନ ସଙ୍ଗରୋଧରେ ରହିବେ ,ଯଦିି ଏହି ସାର୍ଟିଫିକେଟ ନଥିବ ତେବେ ଟିଏମସିରେ ରହିବାକୁ ପଡିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି । ଯଦି ବିମାନରେ ପଶ୍ଚିମବଙ୍ଗରୁ ଆସୁଥାନ୍ତି ତେବେ ୧୪ ଦିନ ସଙ୍ଗରୋଧରେ ରହିବେ । ଏହାସହ ଏହି ନିୟମ କାଲିଠାରୁ ଲାଗୁ ହେବ ଓ ଏହାସହ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଚେକିଂ କଡାକଡି କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.