ମନ୍ଦିରରେ ନିର୍ବଦ୍ଧ ବନ୍ଦ କଲା ପୋଲିସ

0 235

ବାଙ୍କୀ,୨୨/୬(ଏସଏସନିୟୁଜ)ମନ୍ଦିରରେ ହେଉଥିଲା ବାହାଘର ।ନା ଥିଲା ସାମାଜିକ ଦୁରତା ନାଥିଲା ମୁହଁରେ ମାସ୍କ ।ଏହାସହ କୋଭିଡ ନୀୟମମୁତାବକ ସ୍ୱଳ୍ପ ସଂଖ୍ୟାକ ପରିବେର୍ତ ଗହଳି ହୋଇଥିଲା ।ଖବରପାଇ ପୋଲିସ ଯାଇ ବାହାଘରକୁ ବନ୍ଦ କରିଛି ।ଏହିଭଳିଘଟଣା ବାଙ୍କୀ ବ୍ଲକ କଳାପଥର ଗ୍ରାମରେ ଥିବା କପିଳେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି ।ମନ୍ଦିରରେ ଦୁଇଟି ବାହାଘର ଓ ଗୋଟିଏ ନିବର୍ଦ୍ଧ କାର୍ଯ୍ୟ ହେଉଥିଲା ।ଦୁଇଟି ବାହାଘର ହେଉଥିଲା ।ତେବେ ନିବର୍ଦ୍ଧାକର୍ଯ୍ୟରେ ଶତାଧରକ ଲାକେ ଏକାଠି ହେବାସହ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା ।କିଛି ସଚେତନଶୀଳ ବ୍ୟକ୍ତି ଏ ବିଷୟରେ ଉଚ୍ଚ ପୋଲିସ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିବାପରେ ବୈଦେଶ୍ୱର ପୋଲିସ କୁ ଘଟଣା ସ୍ଥଳରେ ପହଞ୍ଚି ନିର୍ବନ୍ଧ ବନ୍ଦ କରିବା ସହ ପୁରୋହିତଙ୍କ ସହ ଅନ୍ୟଜଣଙ୍କୁ ପୋଲିସଗାଡିରେ ବସାଇ ବାହାରିବାବେଳେ ଅନ୍ୟମାନେ ଗାଡିକୁ ଛାଡିନଥିଲେ ।ପରେ ଉପଜିଲ୍ଲାପାଳ ପହଁଚିବାପରେ ପୁଅ ଓ ତାଙ୍କ ବାପାକୁ ମଧ୍ୟ ପୋଲିସ ଥାନାକୁ ଆଣିଥିଲେ ।ବିନାଅନୁମତିରେ ନିବର୍ଦ୍ଧ କରିବା ଓ କୋଭିଡ ନିୟମ ଉଲଘଂନ କରିଥିବା ରୁ ୫୬/୨୧କେଶନଂରେ ଏକ ମକଦ୍ଦମା ରୁଜୁକରାଯାଇଥିବାର ଜଣାପଡିଛିା

Leave A Reply

Your email address will not be published.