କାନ୍ଧରେ ପଡ଼ିବ ସୋନପୁର ଉତ୍ତରୀୟ

ଖବର ଆଜିର,ତାରିଖ ୧୬-୦୮-୨୦୨୧/ସୋମବାର

0 204

୧-ନୂଆ ରୂପରେ ଆସିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ୯୬ ଲକ୍ଷ ପରିବାର ପାଇଁ ସ୍ମାର୍ଟ ହେଲଥ କାର୍ଡ ଘୋଷଣା କଲେ ନବୀନ ।
୨-ଆଫଗାନିସ୍ତାନରେ ନାଟକୀୟ ମୋଡ । ରାଜଧାନୀ କାବୁଲକୁ ନିୟନ୍ତ୍ରଣକୁ ନେଲା ତାଲିବାନ । କ୍ଷମତା ହସ୍ତାନ୍ତର ପାଇଁ ଚାଲିଛି ଆଲୋଚନା ।
୩–‘ଇସ୍ତଫା ଦେବା ପରେ ଦେଶ ଛାଡିଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଘନି, ତାଜାକିସ୍ତାନ ଯାଉଥିବା ସୂଚନା ।
୪-ଆଫଗାନିସ୍ତାନରେ ତାଲିବାନ ଶାସନ ! କାବୁଲରୁ ୧୨୯ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ଏୟାର ଇଣ୍ଡିଆ ବିମାନ ।
୫-ବାଣିଜ୍ୟିକ ଉଡାଣ ପାଇଁ କାବୁଲ ବିମାନବନ୍ଦର ବନ୍ଦ ।
୬-ଲାଲକିଲ୍ଳାରୁ ମୋଦୀଙ୍କ ବଡ ଘୋଷଣା । ଏବେ ସୈନିକ ସ୍କୁଲରେ ଆଡମିସନ ନେଇ ପାରିବେ ଝିଅ । କ୍ରୀଡାକୁ ପାଠ୍ୟକ୍ରମରେ କରାଯିବ ସାମିଲ ।
୭-ବିନା ବିତର୍କରେ ସଂସଦରେ ବିଲ୍ ମଞ୍ଜୁରୀ ନେଇ ପ୍ରଧାନ ବିଚାରପତିଙ୍କ ଉଦବେଗ ।
୮-ଅଲିମ୍ପିକ୍‌ସ ପଦକ ବିଜେତା ହକି ଖେଳାଳିଙ୍କ କାନ୍ଧରେ ପଡ଼ିବ ସୋନପୁର ଉତ୍ତରୀୟ ।
୯-ଲଞ୍ଚ ହେଲା ଓଲାର ବୈଦ୍ୟୁତିକ ସ୍କୁଟର୍‌ ।
୧୧-ତଦନ୍ତ ହେବ ଶିକ୍ଷକଙ୍କ ସାର୍ଟିଫିକେଟ୍‌, ଫସିବେ ଜାଲ୍‌ ସାର୍ଟିଫିକେଟ୍‌ଧାରୀ ।
୧୨-ମେଘାଳୟରେ ହିଂସା: ଗୃହ ମନ୍ତ୍ରୀଙ୍କ ଇସ୍ତଫା, ଶିଲଂରେ ଲାଗିଲା କର୍ଫ୍ୟୁ, ଇଣ୍ଟରନେଟ୍ ସେବା ବନ୍ଦ ।
୧୩-ବ୍ୟାଟସମ୍ୟାନଙ୍କ ନୈରାଶ୍ୟ ବ୍ୟାଟିଂ, ୧୫୪ ରନ ଆଗରେ ଭାରତ, ଇଂଲଣ୍ଡର ପଲ୍ଲା ଭାରି ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.