ପୁଣି ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

0 372

ଭୁବନେଶ୍ୱର, ୮/୧(ଏସଏସନିୟୁଜ) ଭୁବନେଶ୍ୱରରେ ପୁଣି ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି ।ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନେଇଛି । ଏବେ ରାଜଧାନୀରେ ମୋଟ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୨୫ରେ ପହଞ୍ଚିଛି । ନିଳାଦ୍ରୀବିହାର ବୁଦ୍ଧ ପାର୍କ, ସତ୍ୟନଗର, ଗଜପତି ନଗରର ବିଭିନ୍ନ ପ୍ଲଟ , ବମିଖାଲ, ସହିଦନଗର, ଖାରବେଳ ନଗର, ଟଙ୍କପାଣି ରୋଡ଼, ପୁରୁଣା ଭୁବନେଶ୍ୱର, ଗଙ୍ଗାଯମୁନା ରୋଡ଼ର ଅନେକ ପ୍ଲଟରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

Leave A Reply

Your email address will not be published.