ତୃତୀୟଦିନରେ ବାରଙ୍ଗରେ ୧୭୦ ପାର୍ଥିପତ୍ର ଦାଖଲ

0 260

ବାରଙ୍ଗ,୧୯/୧(ଏସଏସନିୟୁଜ)ତ୍ରିସ୍ତରୀୟ ପଂଚାୟତନିର୍ବାଚନ ପାଇଁ ସୋମବାରଠାରୁ ଆରମ୍ଭ ହୋଇଯାଇଛି ନାମାଙ୍କନପତ୍ର ଦାଖଲ ।ବୁଧବାର ତୃତିୟ ଦିନରେ ବାରଙ୍ଗବ୍ଲକର ୧୬ଟି ପଂଚାୟତରେ ସମୁଦାୟ୧୭୦ଜଣ ପାର୍ଥିପତ୍ର ଦାଖଲ କରିଛନ୍ତି ।ସେଥିମଧ୍ୟରେ ସରପଂଚ୨୬,ସମିତିସଭ୍ୟ୨୬ ଓ ୱାର୍ଡମେମ୍ବର୧୧୮ଜଣ ରହିଛନ୍ତି ।ବେଲଗଛିଆପଂଚାୟତପାଇଁ ସମିତିସଭ୍ୟ୩, ୱାର୍ଡମେମ୍ବର ୭, ଦାଢାପାଟଣାରେ ୨ସରପଂଚ,୨ସମିତିସଭ୍ୟ ଓ ୮ୱାର୍ଡମେମ୍ବର, ହରିଅନ୍ତା ୨ସରପଂଚ, ୩ସମିତିସଭ୍ୟ ଓ୯ୱାର୍ଡମେମ୍ବର, କୁହ୍ନେଇପଡା ରେ ୨ସରପଂଚ,୧ସମିତିସଭ୍ୟ ଓ୬ୱାର୍ଡମେମ୍ବରପାଇଁ ପାର୍ଥିପତ୍ର ଦାଖଲ କରିଛନ୍ତି ।ସେହିଭଳିଭାବେ କୋରକୋରା ୧ସରପଂଚ,୩,୫ୱାର୍ଡମେମ୍ବର, କୁରାଙ୍ଗଶାସନ ୧ସରପଂଚ, ୨ସମିତିସଭ୍ୟ ଓ୭ୱାର୍ଡମେମ୍ବର, କୁରାଙ୍ଗପ୍ରଧାନ ୧ସରପଂଚ, ୧୨ୱାର୍ଡମେମ୍ବର, ଖର୍ଲଦା ୨ସରପଂଚ,୪ସମିତିସଭ୍ୟ,୧୮ ୱାର୍ଡମେମ୍ବର, ମଧୁପୁର୨ସରପଂଚ,୨ସମିତିସଭ୍ୟ ଓ୨ ୱାର୍ଡମେମ୍ବର, ମୁଣ୍ଡଳି୧ସରପଂଚ,୧ସମିତିସଭ୍ୟ ଓ୬ୱାର୍ଡମେମ୍ବର, ନରାଜମାର୍ଥାପୁର ୬ସରପଂଚ,୨ସମିତିସଭ୍ୟ ଓ୪ୱାର୍ଡମେମ୍ବର, ନଗରୀ ୧ସରପଂଚ,୧ସମିତିସଭ୍ୟ ଓ୬ୱାର୍ଡମେମ୍ବର, ରାମଦାସପୁର ୧୦ୱାର୍ଡମେମ୍ବର, ଶ୍ରିବନ୍ତପୁର ୨ସରପଂଚ, ୨ସମିତିସଭ୍ୟ ଓ୪ୱାର୍ଡମେମ୍ବର,ଶାଇଁଶୋ ୨ସରପଂଚ ,୨ସମିତିସଭ୍ୟ ଓ ୬ ୱାର୍ଡ ମେମ୍ବର, ଉସୁମା୧ସରପଂଚ,୧ସମିତିସଭ୍ୟ ଓ୮ୱାର୍ଡମେମ୍ବର ବୁଧବାର ନାମାଙ୍କନପତ୍ର ଦାଖଲ କରିଥିବାର ବାରଙ୍ଗବ୍ଲକ ବିଡିଓ ପ୍ରଭାକରପଣ୍ଡା କହିଛନ୍ତି ।(ଗୈାତମରାଉତଙ୍କରିପୋର୍ଟ)

Leave A Reply

Your email address will not be published.