କେହି କଲେନି ନାମାଙ୍କନ

0 193

ଦେବଗଡ଼, ୨୧/୧(ଏସଏସନିୟୁଜ) ଦେବଗଡ଼ ତିଲେଇବଣି ବ୍ଲକର ଗଣ୍ଡମ, ଡିମିରିକୁଦା, ପାରପୋଷି, ଝରାଗଗୁଆ ଓ ଝାରମୁଣ୍ଡା ଆଦି ୫ ପଞ୍ଚାୟତବାସୀ ପଞ୍ଚାୟତ ନିର୍ବାଚନରୁ ଓହରିବାକୁ ନିଷ୍ପତି ନେଇଛନ୍ତି ।ଯାହାଫଳରେ ଆଜି ନାମାଙ୍କନ ଦାଖଲର ଶେଷଦିନରେ କେହିଜଣେ ପାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ପଂଚାୟତବାର୍ସୀଙ୍କ ଦାବି ପରେ ବି ମୋବାଇଲ ଟାୱାର ନବସିବାରୁ ନାମାଙ୍କନ ଭରିଲେନି କୌଣସି ପ୍ରାର୍ଥୀ । ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ, ଜିଦ୍‌ରେ ପଂଚାୟତବାସୀ ରହିଥିବାର ଜଣାପଡିଛି ।

Leave A Reply

Your email address will not be published.