ବ୍ୟାଙ୍କରେ ଲାଗିଲା ନିଆଁ

0 136

ସୁବର୍ଣ୍ଣପୁର,୨/୨(ଏସଏସନିଉଜ) ବିଳମ୍ବିତ ରାତିରେ ଉଲୁଣ୍ଡା ଷ୍ଟେଟ୍ ଅଫ୍ ଇଣ୍ଡିଆ ବ୍ୟାଙ୍କର ରେକର୍ଡ ରୁମ୍ ରେ ଅଗ୍ନିକାଣ୍ଡ ଘଟିଥିବାର ଜଣାପଡ଼ିଛି । ଫଳରେ ସେଠାରେ ଥିବା ନଥିପତ୍ର ପୋଡ଼ିଯାଇଥିବା ଜଣାପଡ଼ିଛି । ଲକ୍ଷାଧିକ ଟଙ୍କା ସମ୍ପତି ନଷ୍ଟ ହୋଇଥିବାବେଳେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନାମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ ।

 

Leave A Reply

Your email address will not be published.