0 157 Share କେନ୍ଦ୍ରାପଡ଼ା,୨୭/୫(ଏସ ଏସ ନିଉଜ)ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେଇଛି ।ଜୁଆର କମିବା ପରେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଦକ୍ଷିଣ ଭେଡା ଗାଁରେ। ମୃତକ ଜଣଙ୍କ ହେଲେ ଜାନକୀ ଜେନା। 0 157 Share