ଚଳନ୍ତା ଅଟୋରେ ପଡିଲା ଗଛ

0 212

ଅନୁଗୁଳ,୨୭/୫(ଏସଏସ ନିଉଜ)ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ଖମାର ଥାନା ବାଲିପସି ନିକଟରେ ଚଳନ୍ତା ଅଟୋରେ ଗଛପଡ଼ିବା ଯୋଗୁ ଜଣଙ୍କର ମୃତ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି ।ଘଟଣାରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଅଟୋ ଚାଳକ ସମେତ ୯ ମାସର ଗର୍ଭବତୀ ପୁତୁରା, ପୁତୁରା ବୋହୂ ଗୁରୁତର ଆହତ ହୋଇଛି । ପାଲଲହଡ଼ା ବ୍ଲକ ଖମାର ଥାନା ତିଳେଇ ପଶି ଗାଁରେ ଘଟିଲା ଏହି ଘଟଣା । ଗାଁର ଟୁନ ପରିଡ଼ା ଓ ତାଙ୍କ ସ୍ତ୍ରୀ ଅମାନୁ ସାହୁ ୯ ମାସର ଗର୍ଭବତୀ ଥିଲେ ।

Leave A Reply

Your email address will not be published.