ଟମାଟୋଫ୍ଲୁ ଆତଙ୍କିତ ହେବାଭଳି ରୋଗନୁହେଁ

0 156

ଭୁବନେଶ୍ୱର,୨୭/୫(ଏସ ଏସ ନିଉଜ)ଟମାଟୋଫ୍ଲୁ ଆତଙ୍କିତ ହେବାଭଳି ରୋଗନୁହେଁ ।ଏହାକୁ ନେଇ ଆତଙ୍କିତ ହେବାର ଅଵଶ୍ୟକତା ନାହିଁ ବୋଲି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।୯୯%ରୁ ଅଧିକ ଆକ୍ରାନ୍ତ ଭଲ ହୋଇଯା‌ଇଥିବାବେଳେ ମୃତ୍ୟୁ ସଂଖ୍ୟା ବହୁତ କମ୍ ରହିଥାଏ ।ଏହା ସପ୍ତାହେ ଭିତରେ ଭଲ ହୋଇଯିବ ।ପିଲାଙ୍କୁ ହେଲେ ଆଇସୋଲେସନରେ ରଖି ଲକ୍ଷଣ ଅନୁସାରେ ଔଷଧ ଦେବାକୁ ପରାମର୍ଶ ଦେଲେ
ଡାକ୍ତର ନିରଞ୍ଜନ ମିଶ୍ର ।

Leave A Reply

Your email address will not be published.