ମୁହଁ ଖୋଲିଲା ଓସିଏ

0 160

କଟକ, ୧୬/୬(ଏସଏସନିଉଜ) ଆଜି ମୁହଁ ଖୋଲିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଓସିଏର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା । ଗତ ରବିବାର ବାରବାଟୀଠାରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ହୋଇଥିବା ପାସ୍ କେଳେଙ୍କାରୀକୁ ନେଇ ଚର୍ଚ୍ଚାହେବାପରେ ଓସିଏ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମକୁ କେହି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ।ଆମେ ବଦନାମ ହେଲେ ଅଭିଯୋଗ କରିବୁ ନାହିଁ କି ପୋଲିକୁ ମଧ୍ୟ ଏ ନେଇ ଅଭିଯୋଗ କରିବାକୁ ନାହିଁ । ପାସ୍ କାହାକୁ ଦେଇଛୁ, ଆଗକୁ ସାର୍ବଜନୀନ କରିବାକୁ କି ନାହିଁ ଚିନ୍ତା କରିବୁ ।

Leave A Reply

Your email address will not be published.