୧୩ ବସ୍ତା ଭାଙ୍ଗ ଜବତ କଲା ଅବକାରୀ ବିଭାଗ

0 242

ଡେଲାଙ୍ଗ, ୧୬/୬(ଏସଏସନିଉଜ) ଅବକାରୀ ପୋଲିସ ଅରିଶଲ ପଞ୍ଚାୟତ ଅଧୀନ ଖଣ୍ଡିମଙ୍ଗଳପୁର ଗ୍ରାମର ଜଣଙ୍କ ଘରୁ ୧୩ ବସ୍ତା ଭାଙ୍ଗ ଜବତ କରିଥିବାର ଜଣାପଡିଛି ।ତେବେ କୈାଶଳକ୍ରମେ ପିପିଲି ଅବକାରୀ ଥାନା ପୋଲିସ ଚଢ଼ାଉ କରିବା ସମୟରେ ପୂର୍ବ ସୂଚନା ପାଇ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଅଭିଯୁକ୍ତ ଘରୁ ଅବକାରୀ ପୋଲିସ ୧୩ବସ୍ତା ଭାଙ୍ଗ ଜବତ କରିଥିବାର ଜଣାପଡିଛି ।ଏହି ଘଟଣାରେ ଅବକାରୀ ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.