ଜଗା ଦର୍ଶନ ପାଇଁ ପୁରୀ ବାହାରିଲେ ସୁରେନ୍ଦ୍ର

0 153

ପୁରୀ, ୧୬/୬(ଏସଏସନିଉଜ) ଜଗା ଦର୍ଶନ ପାଇଁ ୬୨ ବର୍ଷୀୟ ବୃଦ୍ଧଙ୍କର ବାଲେଶ୍ଵରରୁ ପୁରୀ ପଦଯାତ୍ରା ଆରମ୍ଭ ହୋଇଛି ।ଜଗନ୍ନାଥଙ୍କ କୃପାରୁ ଆରୋଗ୍ୟ ହୋଇଥିବାରୁ ପ୍ରତି ରଥଯାତ୍ରାରେ ପୁରୀ ପଦଯାତ୍ରା କରିବାକୁ ମାନସିକ କରିଥିଲେ ସୁରେନ୍ଦ୍ର ମଣ୍ଡଳ ।ଔପଦା ବ୍ଲକ ସାନପାଟପୁର ଗ୍ରାମର ବାସିନ୍ଦା ହେଉଛନ୍ତି ସୁରେନ୍ଦ୍ର ।ସେ ଜଗା ଦର୍ଶନ ପାଇଁ ନାହାରିଛନ୍ତି ।

 

Leave A Reply

Your email address will not be published.