ଚାକିରିଆଙ୍କ ପାଇଁ ବଡ ଖବର

0 148

ଭୁବନେଶ୍ୱର,୨୧/୬(ଏସ ଏସ ନିଉଜ)କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ଜୁଲାଇ ୧ରୁ ଲଗୁହେବ ନୂଆ ଲେବର କୋଡ ।ନୂଆ ଲେବର କୋଡ ପରେ କର୍ମଚାରୀଙ୍କ ଦରମା, ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ଆସିବ ।
ପେନସନ୍, ଗ୍ରାଚ୍ୟୁଇଟି, ଶ୍ରମ କଲ୍ୟାଣ, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତିରେ ପରିବର୍ତ୍ତନ ଆସିବ ।ଟେକ୍ ହୋମ୍ ଦରମା ହ୍ରାସ ପାଇବ ଏବଂ ପିଏଫ୍ ଅବଦାନ ବୃଦ୍ଧି ପାଇବ । ଏହା ସହ ଆପଣଙ୍କ କାମ ସମୟ ବଦଳିପାରେ । ଛୁଟିଦିନରେ ପରିବର୍ତ୍ତନ ହୋଇପାରେ ।

Leave A Reply

Your email address will not be published.