ରେଢ଼ାଖୋଲ,୧୫/୭(ଏସଏସନିଉଜ) ଭାରସାମ୍ୟ ହରାଇ ଓଲଟିଲା ଏସିଡ୍ ଭର୍ତ୍ତି ଟ୍ୟାଙ୍କର ।ଏନଏଚ-୫୫ର ତାରିଣୀ ଢାବା ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଲା ଟ୍ୟାଙ୍କର ।ଅଘଟଣ ଆଶଙ୍କାରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ।ଅନୁଗୁଳରୁ ସଲ୍ଫ୍ୟୁରିକ୍ ଏସିଡ୍ ନେଇ ଛତିଶଗଡ଼ ରାୟପୁର ଯାଉଥିବାବେଳେ ଏହି ଅଘଟଣ ଘଟିଛି ।