ଓଲଟିପଡିଲା ଏସିଡ୍ ଭର୍ତ୍ତି ଟ୍ୟାଙ୍କର

0 192

ରେଢ଼ାଖୋଲ,୧୫/୭(ଏସଏସନିଉଜ) ଭାରସାମ୍ୟ ହରାଇ ଓଲଟିଲା ଏସିଡ୍ ଭର୍ତ୍ତି ଟ୍ୟାଙ୍କର ।ଏନଏଚ-୫୫ର ତାରିଣୀ ଢାବା ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଲା ଟ୍ୟାଙ୍କର ।ଅଘଟଣ ଆଶଙ୍କାରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ।ଅନୁଗୁଳରୁ ସଲ୍‌ଫ୍ୟୁରିକ୍ ଏସିଡ୍ ନେଇ ଛତିଶଗଡ଼ ରାୟପୁର ଯାଉଥିବାବେଳେ ଏହି ଅଘଟଣ ଘଟିଛି ।

Leave A Reply

Your email address will not be published.