ଫୁଲୁଛି ଗୋଦାବରୀ

0 283

ମାଲକାନଗିରି,୧୫/୭(ଏସ ଏସ ନିଉଜ) ୩୬ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ଗୋଦାବରୀ ।ବିପଦ ସଂକେତଠାରୁ ବହୁ ଉପରେ ପ୍ରବାହିତ ହେଉଛି ଗୋଦାବରୀ ।ଯାହାଫଳରେ ତଳିଆ ଅଞ୍ଚଳ ଲୋକେ ଭୟଭୀତ ହୋଇଯାଇଛନ୍ତି । ଗୋଦାବରୀ ବଢ଼ୁଥିବାରୁ ମାଲକାନଗିରିର ୬ଟି ପଞ୍ଚାୟତ ପ୍ରଭାବିତ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.