ସୃଷ୍ଟି ହେଲା ଅବପାତ !

ଭୁବନେଶ୍ୱର, ୯/୮(ଏସଏସନିଉଜ) ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି ।ଭୁବନେଶ୍ୱରଠାରୁ ଉତ୍ତର ଉତ୍ତରପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ଅବପାତ ।ଅବପାତ ପ୍ରଭାବରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଦେଖାଦେଇଛି ।

- Advertisement -

Leave A Reply

Your email address will not be published.