ସମୁଦ୍ରରେ ଭାସି ପର୍ଯ୍ୟଟକଙ୍କ ମୃତ୍ୟୁ

0 118

ପୁରୀ, ୯/୮(ଏସଏସନିଉଜ) ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଯାଇଛନ୍ତି ୩ ପର୍ଯ୍ୟଟକ ।୨ ଜଣଙ୍କୁ ଉଦ୍ଧାର କଲେ ଲାଇଫ୍ ଗାର୍ଡ ।ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।ମୃତ ପର୍ଯ୍ୟଟକ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ ହୋଇଥିବାବେଳେ ପରିବାର ସହ ପୁରୀ ବୁଲିବାକୁ ଆସି ଦିଗବାରେଣୀ ଖୁଣ୍ଟି ନିକଟରେ ଭାସିଯାଇଥିଲେ ।

Leave A Reply

Your email address will not be published.