0 243 Share ଭୁବନେଶ୍ୱର,୧୨/୮(ଏସ ଏସ ନିଉଜ)ଆଜି ଜୟପୁରର ଏସଏମଏସ ଷ୍ଟାଡିୟମରେ ୧ କୋଟି ପିଲା ଏକତ୍ର ଗାଇବେ ଦେଶପ୍ରେମ ଗୀତ ।ଏଥିରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ୯-୧୨ ଶ୍ରେଣୀର ଛାତ୍ରମାନେ ସାମିଲ ହେବେ।କାର୍ଯ୍ୟକ୍ରମ ବନ୍ଦେ ମାତରାମ ଗୀତରୁ ଆରମ୍ଭ ହେବ, ତା’ପରେ କ୍ରମରେ ସମସ୍ତ ଗୀତ ଗାନ କରାଯିବ। 0 243 Share