ଯାଜପୁର,୨/୯(ଏସ ଏସ ନିଉଜ)ଜୀବନ ହାରିଲେ ଦମ୍ପତି
ପାରିବାରିକ କଳହର କରୁଣ ପରିଣତି । ଯାଜପୁର ଭକଣ୍ଡରୀ ରେ ଜୀବନ ହାରିଛନ୍ତି ଦମ୍ପତି।ମୃତ ଦମ୍ପତ୍ତି କେଶବ ବେହେରା ଓ ସ୍ତ୍ରୀ ଝୁନୁଲତା ବେହେରା । ସ୍ବାମୀ ରଶି ଲଗାଇଲା, ସ୍ତ୍ରୀ ବିଷ ପିଇଦେଇଥିଲେ।ଖବର ପାଇ ପାଣିକୋଇଲି ପୋଲିସ ତଦନ୍ତ ଆରମ୍ଭ କରିଛି।

Prev Post
Next Post