0 190 Share କଟକ,୨୩/୯(ଏସଏସ ନିଉଜ)କଟକ ବାଦାମବାଡ଼ି ଭରତିଆ ଟାଓ୍ୱାରରେ ଲାଗିଛି ନିଆଁ । ବିଲ୍ଡିଂର ଷଷ୍ଠ ମହଲାରେ ଲାଗିଛି ନିଆଁ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି। 0 190 Share